ଜଗତର ନାଥ ଜଗନ୍ନାଥଙ୍କ ପ୍ରତି ଉତ୍ସର୍ଗୀକୃତ ଭାବରୁ ପ୍ରତିଦିନ ଡ ଜୟଶ୍ରୀ ନନ୍ଦ ଙ୍କ ହୃଦୟକାନନରେ ପ୍ରସ୍ଫୁଟିତ ହୁଏ ଭକ୍ତିଭାବର କୁସୁମଟିଏ ଯାହା ରୂପନିଏ ଭକ୍ତିଭାବାତ୍ମକ କବିତାଟିଏ ହୋଇ । ସେହି କବିତା ଗୁଡ଼ିକର ଗୁଛ ଆଜି ଜୟଶ୍ରୀଙ୍କର ଜଗନ୍ନାଥଙ୍କ ପାଦପଦ୍ମରେ “ପ୍ରଥମ ଅର୍ଘ୍ୟ” । ସରଳ ସାବଲୀଳ ଏହି ପଦ୍ୟାକୃତି, ହୃଦୟର ଅନ୍ତଃସ୍ୱର ନିଶ୍ଚୟ ପାଠକ ମନକୁ ଛୁଇଁବ
Prathama Arghya
- Source: Vidya Publishing Inc
- Product Code: VPS008
- Sold by Just Odisha Books
- Contact Seller
- Availability: In Stock
-
₹160.00